Advertisment

ହ୍ୟାକରଙ୍କ ହାତ ନା ପ୍ରାୟୋଜିତ

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଶନିବାର ନିଜ ଫେସବୁକ୍ ଆକାଉଣ୍ଟରେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇପଡ଼ିଛି ।

author-image
Manoj Swain

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଶନିବାର ନିଜ ଫେସବୁକ୍ ଆକାଉଣ୍ଟରେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇପଡ଼ିଛି । ବିଜେଡିର ପୂର୍ବତନ ଆଇଟି ସେଲ୍ ମୁଖ୍ୟ ତଥା ସାଂସଦ ଶ୍ରୀ ଅମର ପଟ୍ଟନାୟକ ନିଜର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରେ ‘ସୁଜାତା ଆର କାର୍ତ୍ତିକେୟନ ଫ୍ୟାନ୍ କ୍ଲବ’ ଦ୍ୱାରା ପୋଷ୍ଟିଂ ହୋଇଥିବା ଏକ ପୋଷ୍ଟକୁ ନିଜ ଆକାଉଣ୍ଟରେ ସେୟାର କରିବା ଏବଂ ସେଥିପାଇଁଁ ସ୍ପଷ୍ଟୀକରଣ ଦେବା ପଛରେ ପ୍ରକୃତରେ ହ୍ୟାକରଙ୍କ ହାତ ନା ପ୍ରାୟୋଜିତ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛିି ।

Advertisment
Amar Patnaik Odisha Politics