Advertisment

କର୍କଟ ରୋଗୀଙ୍କ ପାଇଁ ଲଣ୍ଡା ହେଲେ ସ୍ମୃତି

କ୍ୟାନସର ପୀଡ଼ିତଙ୍କୁ କେଶଦାନ କଲେ ସ୍ମୃତିସୂଧା। କୋରାପୁଟର ଝିଅ ସ୍ମୃତିସୂଧା ସାହୁ, ଭୁବନେଶ୍ୱରରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ନିକଟରେ କ୍ୟାନସର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ସେ ନିଜର ଲମ୍ବା ଘନ କେଶ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଜାଣନ୍ତୁ ତାଙ୍କରି ମୁହଁରୁ ତାଙ୍କର ଅନୁଭୂତି..

author-image
Manoj Swain
ଅଦ୍ୟତନ ହୋଇଛି

କର୍କଟ ରୋଗୀଙ୍କୁ କେଶଦାନ କଲେ ସ୍ମୃତିସୂଧା। କୋରାପୁଟର ଝିଅ ସ୍ମୃତିସୂଧା ସାହୁ, ଭୁବନେଶ୍ୱରରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ନିକଟରେ କ୍ୟାନସର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ସେ ନିଜର ଲମ୍ବା ଘନ କେଶ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଜାଣନ୍ତୁ ତାଙ୍କରି ମୁହଁରୁ ଅନୁଭୂତି..

Advertisment

 

Odisha