Advertisment

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ୩ ଅଟକ

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବିଚିତ୍ରପୁର ଗାଁ ପଡ଼ିଆରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଜଣଙ୍କ ହେଲେ ମଣି ଗାରୁ। ମହିଳାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଭୋଗରାଇ ପୁଲିସ୍ ତାଙ୍କ ଶାଶୁ, ଶ୍ୱଶୁର ଓ ଦେଢଶୁରକୁ ଅଟକ ରଖି ପଚରା ଉଚରା ଚଳାଇଛି। ସୂଚନାଯୋଗ୍ୟ, ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଏକ ପଡ଼ିଆରେ ଆଜି ସକାଳେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଚାଲିଗଲା ୩ ଜୀବନ, ୨ ଆହତ

deadbody

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବିଚିତ୍ରପୁର ଗାଁ ପଡ଼ିଆରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଜଣଙ୍କ ହେଲେ ମଣି ଗାରୁ। ମହିଳାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଭୋଗରାଇ ପୁଲିସ୍ ତାଙ୍କ ଶାଶୁ, ଶ୍ୱଶୁର ଓ ଦେଢଶୁରକୁ ଅଟକ ରଖି ପଚରା ଉଚରା ଚଳାଇଛି।

Advertisment

ସୂଚନାଯୋଗ୍ୟ, ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଏକ ପଡ଼ିଆରେ ଆଜି ସକାଳେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ ସ୍ଵାମୀ ରାଜ୍ୟ ବାହାରେ କାମ କରୁଥିବା ଜଣାପଡ଼ିଛି।

Deadbody