ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହାର ସକମା ସ୍ଥିତ ଯୁବଦୋୟ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଆଶା ମେହେର। ସେ  ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିଲେ। ଆଶା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନି। ଆଶାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମିଳିଛି। […]

Hostel

Hostel

Tapaswini Nayak
  • Published: Wednesday, 27 October 2021
  • Updated: 27 October 2021, 01:50 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହାର ସକମା ସ୍ଥିତ ଯୁବଦୋୟ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଆଶା ମେହେର। ସେ  ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିଲେ।

ଆଶା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନି। ଆଶାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମିଳିଛି। ସୁଇସାଇଡ ନୋଟ୍‌ରେ ବଡ଼ ବଡ଼ ଅକ୍ଷରରେ- "ସରି ଭଲରେ ଥାଅ, ପିଲେ....ବାଏ’ ବୋଲି ଲେଖାଯାଇଥିବା ପୁଲିସ କହିଛି। ପୁଲିସ୍ ଏହାକୁ ବି ଯାଞ୍ଚ କରୁଛି। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଲୋଇସିଂହା ପୁଲିସ କହିଛି।

ମୃତ ଯୁବତୀଙ୍କ ଭାଇ କହିଛନ୍ତି, ମୋ ଭଉଣୀକୁ ହତ୍ୟା କରାଯାଇଛି। ଗତକାଲି ସେ ଭଲ ଥିବା ହଷ୍ଟେଲ ଇନଚାର୍ଜ ଫୋନରେ କହିଥିଲେ। ହେଲେ ସନ୍ଧ୍ୟାରେ ଝିଅ ଅସୁସ୍ଥ ଅଛି, ତାକୁ ବଲାଙ୍ଗିର ମେଡିକାଲକୁ ନେଉଛୁ, ତମେ ବଲାଙ୍ଗିର ଆସ ବୋଲି ବୋଲି ହଷ୍ଟେଲ ଇନଚାର୍ଜ ଫୋନ କରି କହିଥିଲେ।

ଯୁବଦୋୟ ମହାବିଦ୍ୟାଳୟର ନିର୍ଦ୍ଦେଶକ ଅମ୍ବରିଶ ଦାସ କହିଛନ୍ତି, ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ରୁମ୍‌ମେଟ ୱାଡେନଙ୍କୁ ଖବର ଦେଇଥିଲା। ୱାଡେନ ଆମକୁ ଏହି ବିଷୟରେ ଫୋନ କରି ଜଣାଇଥିଲେ। ଆମେ ଏହି ବିଷୟରେ ପୁଲିସ ଓ ମୃତ ଛାତ୍ରୀ ବାପାମା’ଙ୍କୁ ଜଣାଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story