ହରଡ଼ ଡାଲି 150 ଟଙ୍କା ! | Odisha Reporter
ଡାଲି ଖାଇବାକୁ କାହାକୁ ବା ପସନ୍ଦ ନୁହଁ। ଗରିବଠୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତ ଡାଲି, ଭାତର ସୌକିନ ଥାଆନ୍ତି। ଡାଲି, ଭାତଟିଏ ହୋଇଗଲେ ଆଉ କିଛି ଦରକାର ନଥାଏ। ହେଲେ ଏବେ ଡାଲି କିଣିବା ହେଲା ମହଙ୍ଗା। ବଢ଼ିଲା ଡାଲି ବ୍ୟବସାୟୀଙ୍କ ଚିନ୍ତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
