Advertisment

ଲୋକେ ଟାହି ଟାପରା କରୁଥିଲେ, ଏବେ ମୁହଁ ଚୁପ୍!

ମାଟିର କ୍ଷେତରେ ଢେଉ ମାରୁଛି ତଟକା ତଟକା ପନି ପରିବା ସହ ଫୁଲ ଫଳ। ଦେଖିଲେ ଲାଗୁଛି ସତେ ଯେମିତି ପ୍ରକୃତି ରାଣୀ ଏଠି ଯେମିତି କୃପା ଢାଳି ଦେଇଛି। ନହେଲେ ଏମିତି ଫସଲ ବା କେତେ ଜାଗାରେ ଦେଖିବାକୁ ମିଳୁଛି! ଧଳା ବଉଦ ଭଳି ମାଟିରେ ଲୋଟି ଯାଇଛି ଫୁଲ କୋବି ଆଉ ପେନ୍ଥା ପେନ୍ଥା ହୋଇ ଲଟକି ରହିଛି ତଟକା ତଟକା ବାଇଗଣ।

author-image
Debendra Prusty

ମାଟିର କ୍ଷେତରେ ଢେଉ ମାରୁଛି ତଟକା ତଟକା ପନି ପରିବା ସହ ଫୁଲ ଫଳ। ଦେଖିଲେ ଲାଗୁଛି ସତେ ଯେମିତି ପ୍ରକୃତି ରାଣୀ ଏଠି ଯେମିତି କୃପା ଢାଳି ଦେଇଛି। ନହେଲେ ଏମିତି ଫସଲ ବା କେତେ ଜାଗାରେ ଦେଖିବାକୁ ମିଳୁଛି!  ଧଳା ବଉଦ ଭଳି ମାଟିରେ ଲୋଟି ଯାଇଛି ଫୁଲ କୋବି ଆଉ ପେନ୍ଥା ପେନ୍ଥା ହୋଇ ଲଟକି ରହିଛି ତଟକା ତଟକା ବାଇଗଣ। 

Advertisment
Hard Work Farmer Odisha