ଟାହି ଟାପରା କରୁଥିଲେ ଲୋକେ ଏବେ ମୁହଁ ଚୁପ୍ | Odisha Reporter
Advertisment
ମାଟିର କ୍ଷେତରେ ଢେଉ ମାରୁଛି ତଟକା ତଟକା ପନି ପରିବା ସହ ଫୁଲ ଫଳ। ଦେଖିଲେ ଲାଗୁଛି ସତେ ଯେମିତି ପ୍ରକୃତି ରାଣୀ ଏଠି ଯେମିତି କୃପା ଢାଳି ଦେଇଛି। ନହେଲେ ଏମିତି ଫସଲ ବା କେତେ ଜାଗାରେ ଦେଖିବାକୁ ମିଳୁଛି! ଧଳା ବଉଦ ଭଳି ମାଟିରେ ଲୋଟି ଯାଇଛି ଫୁଲ କୋବି ଆଉ ପେନ୍ଥା ପେନ୍ଥା ହୋଇ ଲଟକି ରହିଛି ତଟକା ତଟକା ବାଇଗଣ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us