Advertisment

ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆକୁ ହାଣିଦେଲେ

କଟକ(ଓଡ଼ିଶା ରିପୋର୍ଟର): ଟ୍ୱିନ୍‌ ସିଟିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ।  ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ୍ ହାଡ଼ିଆକୁ ଗତକାଲି କଟକରେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସତୀଚଉରା ନିକଟ ଇପ୍ସାରଗଡ଼ା ନିକଟରେ ଗତକାଲି  ହାଡିଆ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା।  ଦୁଇରୁ ତିନି ଜଣ ଦୁର୍ବୃତ୍ତ ଆସି ହାଡ଼ିଆ ଆକ୍ରମଣ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ […]

ଅଦ୍ୟତନ ହୋଇଛି
କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ; ଆଖି ବୁଜିଲେ ଜେଜେ ବାପା, ବାପା ଗୁରୁତର

attack

Advertisment

କଟକ(ଓଡ଼ିଶା ରିପୋର୍ଟର): ଟ୍ୱିନ୍‌ ସିଟିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ।  ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ୍ ହାଡ଼ିଆକୁ ଗତକାଲି କଟକରେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

Advertisment

ସତୀଚଉରା ନିକଟ ଇପ୍ସାରଗଡ଼ା ନିକଟରେ ଗତକାଲି  ହାଡିଆ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା।  ଦୁଇରୁ ତିନି ଜଣ ଦୁର୍ବୃତ୍ତ ଆସି ହାଡ଼ିଆ ଆକ୍ରମଣ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡରେ କେଉଁମାନଙ୍କ ସଂପୃକ୍ତି ଅଛନ୍ତି ସେ ନେଇ ଛାନଭିନ୍ କରୁଛି ।

ମୃତ ହାଡିଆ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଛି । କିଛି ଦିନ ତଳେ ହାଡିଆ ମଦଦୋକାନ ଉପରକୁ ବୋମାମାଡ ହୋଇଥିଲା  । ଏନେଇ ମଧ୍ୟ  ପୁଲିସ୍‌ ତଦନ୍ତ କରୁଛି ।

Advertisment
Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe