ବିଜେପିରେ କମେଡିଆନ୍‌ ହରିହର

ଭୁବନେଶ୍ୱର: ଓଡ଼ିଶା ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପୂର୍ବତନ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ପ୍ରଧାନ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପିର କର୍ମ ଓ କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତାମାନେ ସେମାନଙ୍କୁ ପୁଷ୍କଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ହରିହର ମହାପାତ୍ର କହିଛନ୍ତି,“ମୋତେ ବିଜେପିର ନୀତି, ଆଦର୍ଶ, କର୍ମ, ଗୁଣ ଓ ଗାରୀମା ଭଲ ଲାଗିଲା। ସେଥିପାଇଁ ମୁଁ […]

harehara-mohapatra

harehara-mohapatra

Rakesh Mallick
  • Published: Sunday, 02 April 2017
  • Updated: 02 April 2017, 08:48 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପୂର୍ବତନ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ପ୍ରଧାନ ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପିର କର୍ମ ଓ କର୍ତ୍ତବ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତାମାନେ ସେମାନଙ୍କୁ ପୁଷ୍କଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ହରିହର ମହାପାତ୍ର କହିଛନ୍ତି,“ମୋତେ ବିଜେପିର ନୀତି, ଆଦର୍ଶ, କର୍ମ, ଗୁଣ ଓ ଗାରୀମା ଭଲ ଲାଗିଲା। ସେଥିପାଇଁ ମୁଁ ବିଜେପିରେ ଯୋଗଦେଲି। ଏହାଛଡା ରାଜନୀତି ଏପରି ଏକ ମଞ୍ଚ ଯାହା ମାଧ୍ୟମ ଲୋକଙ୍କ ସେବା କରିବାର ସୁଯୋଗ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story