କାର୍ଡ଼ ଅଛି କିନ୍ତୁ କାମ ନାହିଁ | Odisha Reporter
Advertisment
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାହା ପାଇଁ ? ଲୋକଙ୍କ ପାଇଁ ନା ମେସିନ ପାଇଁ ? ଯଦି ଲୋକଙ୍କ ପାଇଁ ତେବେ ଲୋକଙ୍କ ବଦଳରେ କାହିଁ କି ମେସିନ୍ କାମ କରୁଛି ? ଆଜ୍ଞା ହଁ ବେକାରୀ ସମସ୍ୟା ହଟାଇବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହୋଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us