ଜାଣି ଶୁଣି ନା ଜାଣି ଜାଣି ଅଜଣା || OR Special - Story || Odisha Reporter
ଏହା ଗୋଟିଏ ପରୀକ୍ଷା ଥିଲା କି? ସୁଜାତା କାର୍ତ୍ତିକେୟନ୍ ରାଜନୀତିକୁ ଆସିବା ପୂର୍ବରୁ ଏଭଳି ପରୀକ୍ଷା ହେଉଛି କି? କାରଣ ଆଗରୁ ମଧ୍ୟ ଏଭଳି ସୋସିଆଲ୍ ମିଡିଆରେ ଅନେକ ଦିନ ହେବ ପରୀକ୍ଷା ଚାଲିଛି। ଫେସବୁକରେ ଥିବା ସୁଜାତା. ଆର. କାର୍ତ୍ତିକେୟନ୍ ଫ୍ୟାନ କ୍ଲବ ପେଜରେ ସୁଜାତା ରାଜନୀତିକୁ ଆସିବାକୁ ନେଇ ଅନେକ ମତାମତ ନିଆଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
