ପୁଅ କାନକୁ ଶୁଭୁନି ମା’ର ସ୍ନେହବୋଳା ଡାକ | Odisha Reporter
Advertisment
ସାଙ୍ଗ ବିପଦରେ ପଡ଼ିଥିବା ଶୁଣି ସାହାଯ୍ୟ କରିବାକୁ ଘରୁ ବାହାରି ଆସିଥିଲେ। ସାଙ୍ଗ ସହ ଭେଟ ମଧ୍ୟ ହୋଇଥିଲା। ହେଲେ ରାତିର ଅନ୍ଧାର ଭିତରେ ସବୁକିଛି ଓଲଟପାଲଟ ହୋଇଗଲା। ରବିବାର ସକାଳୁ ଏହି ଦୁଇ ସାଙ୍ଗ ଭିତରୁ ଜଣଙ୍କ ମୃତ ଦେହ ଏକ କୂଅ ଭିତରୁ ବାହାରିଛି। ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼। ଗାଁ ନିକଟ ନାରାୟଣୀ ଛକରେ ଥିବା ଏକ କୂଅରୁ ତାଙ୍କ ମୃତଦେହ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us