Advertisment

ବାହା ନହୋଇ ଯିବୁ କୁଆଡ଼େ?

‘ଭଲ ପାଇଛୁ ମାନେ ବାହା ହ। ବାହା ନହେବା ଯାଏଁ ତୋ ଘର ଆଗରେ ଏମିତି ବସିବି। ୪ ବର୍ଷ ହେଲା ପ୍ରେମ କଲୁ, ଆଉ ଏବେ କହୁଛୁ ବାହା ହେବୁ ନାହିଁ! ବାହା ନହୋଇ ଯିବୁ କୁଆଡ଼େ?’ ଏମିତି କିଛି କହି ପ୍ରେମିକ ଦୁଆରେ ଧାରଣା ଦେଇଛନ୍ତି ପ୍ରେମିକା। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା କାଳିଆକଣ ଗାଁରେ

author-image
Debendra Prusty

Marriage Odisha Love