Advertisment

ଧରା ପଡ଼ିଗଲା ଜାଲିଆତି, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

କେନ୍ଦୁଝର(ପ୍ରଣୟ ପାଣି): ନକଲି ସାର୍ଟଫିକେଟ ଦେଇ ସରକାରୀ ଚାକିରି କରିବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ  । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ଏପରି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସୁଶିଲ ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା।  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ […]

ଅଦ୍ୟତନ ହୋଇଛି
ଧରା ପଡ଼ିଗଲା ଜାଲିଆତି, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

forgery

Advertisment

କେନ୍ଦୁଝର(ପ୍ରଣୟ ପାଣି): ନକଲି ସାର୍ଟଫିକେଟ ଦେଇ ସରକାରୀ ଚାକିରି କରିବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ  । କେନ୍ଦୁଝରଜିଲ୍ଲା ସାହାରପଡା ବ୍ଲକ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରା ଏପରି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି।

Advertisment

ସୁଶିଲ ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା।  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁତାଙ୍କୁ ନିଲମ୍ବିତ କରାଯାଇଛି ।

ଏନେଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାର କହିଛନ୍ତି, ସୁଶିଲ ବେହେରାଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏପରି ଘଟଣା ନଜରକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

Advertisment

ସରକାର ବାରମ୍ବାର ନକଲି ସାର୍ଟିଫିକେଟ୍ ଯାଞ୍ଚ କରିବା ପରେ ମଧ୍ୟ ଏବେ ବି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରେ ମାଳ ମାଳ ଶିକ୍ଷକ ନକଲି ପାର୍ଟିଫିକେଟ ଦେଇ ଚାକିରୀ କରି ଆସୁଥିବା ଅଭିଯୋଗ ହେଉଛି  ।

Fake Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe