ପୁଣି ଲେଉଟିଲା କୋଭିଡ୍: ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଓ ଓଡ଼ିଶାରେ କୋଭିଡର ନୂଆ ଭାରିଏଂଟ ଚିହ୍ନଟର ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ପଣ୍ଡିତ ଆଜି […]

corona

corona

Ordigital Desk
  • Published: Wednesday, 21 December 2022
  • Updated: 21 December 2022, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଓ ଓଡ଼ିଶାରେ କୋଭିଡର ନୂଆ ଭାରିଏଂଟ ଚିହ୍ନଟର ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମତୀ ପଣ୍ଡିତ ଆଜି ଲେଖିଥିବା ଚିଠିରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିକୁ ନେଇ ସତର୍କ କରାଇ ଦର୍ଶାଇଛନ୍ତି ଯେ, କୋଭିଡ୍ -୧୯ ପରିସ୍ଥିତି ପୁଣିଥରେ ଚୀନ, ଜାପାନ, ଆମେରିକା, ବ୍ରାଜିଲ ଓ କୋରିଆରେ କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତବର୍ଷ ଜୁନ୍ ମାସରେ ଜାରି ହୋଇଥିବା ସଂଶୋଧିତ ସର୍ବେକ୍ଷଣ ନୀତିକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହାବାଦ୍ ଫାଇଭ-ଟି ଯଥା ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ , ଟୀକାକରଣ ଓ କଣ୍ଟାକ୍ଟ ଟ୍ରେସିଂ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଂଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ଯେଉଁ ନମୂନା ପଜେଟିଭ ଚିହ୍ନଟ ହେବ ତାକୁ ନିକଟସ୍ଥ ଆଇଏନଏସଏସିଓଜି ଲାବ୍ରୋଟୋରୀ କିମ୍ବା ଭୁବନେଶ୍ୱରଠାରେ ଥିବା ଆରଏମଆରସି ଅବା ଆଇଏଲଏସକୁ ପଠାଇବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ତୁରନ୍ତ କ୍ଲଷ୍ଟର କଂଟେନମେଂଟ ପଦକ୍ଷେପ ନେବାକୁ ମଧ୍ୟ ଶ୍ରୀମତୀ ପଣ୍ଡିତ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତମାସରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ହଟାଇ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story