କଲବଲ କଲାଣି ଖରା

କାଳ ବୈଶାଖୀ ବର୍ଷାରେ ଥଣ୍ଡା ଲାଗୁଥିଲା। ଏବେ ବଢ଼ିଲା ଗରମ। ରାଜ୍ୟରେ ପୁଣି କଲବଲ କଲାଣି ତାତି। ସକାଳୁ ଖରାର ପ୍ରକୋପ ଏତେ ବଢିଲା ଯେ, ଘରୁ ବାହାରିବା ମୁସକିଲ ହୋଇଗଲା। ଉତ୍ତର ହେଉ କି ଉପକୂଳ, ଦକ୍ଷିଣ ହେଉ କି ପଶ୍ଚିମ ସବୁଠି ଖରା ଆଉ ଖରା।

Manoj Swain
  • Published: Tuesday, 11 April 2023
  • Updated: 11 April 2023, 11:40 AM IST

Sports

Latest News

କାଳ ବୈଶାଖୀ ବର୍ଷାରେ ଥଣ୍ଡା ଲାଗୁଥିଲା। ଏବେ ବଢ଼ିଲା ଗରମ। ରାଜ୍ୟରେ ପୁଣି କଲବଲ କଲାଣି ତାତି। ସକାଳୁ ଖରାର ପ୍ରକୋପ ଏତେ ବଢିଲା ଯେ, ଘରୁ ବାହାରିବା ମୁସକିଲ ହୋଇଗଲା। ଉତ୍ତର ହେଉ କି ଉପକୂଳ, ଦକ୍ଷିଣ ହେଉ କି ପଶ୍ଚିମ ସବୁଠି ଖରା ଆଉ ଖରା। ସୋମବାର ସକାଳ ୮ଟା ୩୦ରେ ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ସାଢ଼େ ୧୧ଟା ବେଳକୁ ୩୭.୨ ଟପିଲା। ଅପରାହ୍ନ ଦୁଇଟା ବେଳକୁ ପାରଦ ୩୯ ଡିଗ୍ରୀ ପାର ହୋଇ ୪୦ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos