ଜାଳିଲା, କଲବଲ କଲା | Odisha Reporter
Advertisment
କାଳ ବୈଶାଖୀ ବର୍ଷାରେ ଥଣ୍ଡା ଲାଗୁଥିଲା। ଏବେ ବଢ଼ିଲା ଗରମ। ରାଜ୍ୟରେ ପୁଣି କଲବଲ କଲାଣି ତାତି। ସକାଳୁ ଖରାର ପ୍ରକୋପ ଏତେ ବଢିଲା ଯେ, ଘରୁ ବାହାରିବା ମୁସକିଲ ହୋଇଗଲା। ଉତ୍ତର ହେଉ କି ଉପକୂଳ, ଦକ୍ଷିଣ ହେଉ କି ପଶ୍ଚିମ ସବୁଠି ଖରା ଆଉ ଖରା। ସୋମବାର ସକାଳ ୮ଟା ୩୦ରେ ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ସାଢ଼େ ୧୧ଟା ବେଳକୁ ୩୭.୨ ଟପିଲା। ଅପରାହ୍ନ ଦୁଇଟା ବେଳକୁ ପାରଦ ୩୯ ଡିଗ୍ରୀ ପାର ହୋଇ ୪୦ ଛୁଇଁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us