କାଲିଠୁ ବଢ଼ିବ ଶୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଆସନ୍ତାକାଲିଠାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଥିପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଏହା ସହିତ ୧୪ଟି ଜିଲ୍ଲା ଘନ କୁହୁଡ଼ି ବଳୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ସୂଚନା […]

cold-1-12

cold-1-12

Puspanjali Panda
  • Published: Thursday, 19 December 2019
  • Updated: 19 December 2019, 12:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଆସନ୍ତାକାଲିଠାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଏଥିପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଏହା ସହିତ ୧୪ଟି ଜିଲ୍ଲା ଘନ କୁହୁଡ଼ି ବଳୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ସୂଚନା ଜାରି କରିଛି।

ବହୁତ ଦିନ ପରେ ଶୀତର ପ୍ରଭାବ ଅନୁଭୂତ ହେବାରୁ ଲୋକ ଖୁସିବ୍ୟକ୍ତ କରିଛନ୍ତି। ସକାଳେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାତଃ ଭ୍ରମଣ, ବ୍ୟାୟାମ ଓ ଯୋଗାଭ୍ୟାସ କରିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story