ଆଜି ୫ଟି ଜିଲ୍ଲାରେ ହେବ ଝଡ଼ତୋଫାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାଳବୈଶାଖୀ ବର୍ଷା ହେବ। ଏନେଇ ୫ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳ। ଅପରାହ୍ନ ୪ଟା ୪୫ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ସତର୍କ ରହିବାକୁ କୁହାଯାଇଛି। କାଳବୈଶାଖୀ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ହେବ। ଏହା ସହ ପବନର ବେଗ ୫୦ରୁ ୬୦ କି.ମି. ରହିବ। ଏହି ସମୟରେ ଲୋକଙ୍କୁ ଘରୁ  ନ ବାହାରିବା […]

btrf

btrf

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 01:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାଳବୈଶାଖୀ ବର୍ଷା ହେବ। ଏନେଇ ୫ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳ। ଅପରାହ୍ନ ୪ଟା ୪୫ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ସତର୍କ ରହିବାକୁ କୁହାଯାଇଛି।

କାଳବୈଶାଖୀ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ହେବ। ଏହା ସହ ପବନର ବେଗ ୫୦ରୁ ୬୦ କି.ମି. ରହିବ। ଏହି ସମୟରେ ଲୋକଙ୍କୁ ଘରୁ  ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story