‘ଅପରାହ୍ନ ୩ଟା ଯାଏ ସତର୍କ ରୁହ’- ଟ୍ୱିନ ସିଟିବାସୀଙ୍କୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନ ୩ଟା ଯାଏ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବ ନାହିଁ। ସେଥିପାଇଁ ଧିରେ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁ ଟ୍ରାଫିକ ଜାମ୍ ହୋଇପାରେ। ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ […]

rain

rain

Tapaswini Nayak
  • Published: Wednesday, 14 October 2020
  • Updated: 14 October 2020, 01:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନ ୩ଟା ଯାଏ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବ ନାହିଁ। ସେଥିପାଇଁ ଧିରେ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁ ଟ୍ରାଫିକ ଜାମ୍ ହୋଇପାରେ। ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story