Advertisment

‘ଅପରାହ୍ନ ୩ଟା ଯାଏ ସତର୍କ ରୁହ’- ଟ୍ୱିନ ସିଟିବାସୀଙ୍କୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନ ୩ଟା ଯାଏ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବ ନାହିଁ। ସେଥିପାଇଁ ଧିରେ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁ ଟ୍ରାଫିକ ଜାମ୍ ହୋଇପାରେ। ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ […]

ଅଦ୍ୟତନ ହୋଇଛି
ଆଜି ପୁଣି ବର୍ଷା ସମ୍ଭାବନା,୧୦ ଜିଲ୍ଲାକୁ ସତର୍କ ସୂଚନା

rain

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନ ୩ଟା ଯାଏ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବ ନାହିଁ। ସେଥିପାଇଁ ଧିରେ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁ ଟ୍ରାଫିକ ଜାମ୍ ହୋଇପାରେ। ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe