Advertisment

ଦେଖନ୍ତୁ ସ୍ମାର୍ଟ ସିଟିର ନଗ୍ନ ନମୁନା

ଅସରାଏ ବର୍ଷାରେ ବେହାଲ ରାଜଧାନୀ। ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର ବାସୀ ।

author-image
Manoj Swain

ଅସରାଏ ବର୍ଷାରେ ବେହାଲ ରାଜଧାନୀ। ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର ବାସୀ । ସ୍କୁଲରୁ ଫେରିବା ବେଳେ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପ୍ରତିଶ୍ରୁତି ଦେଇ ଭୁଲିଗଲେ ମେୟର ଯାହାକୁ ନେଇ ସିଧା ଟାର୍ଗେଟ କଲେ ବିଜେପି ନେତା ବାବୁ ସିଂ।

Advertisment
Odisha Bmc