ପଶ୍ଚିମା ଝଡ଼ ଯୋଗୁ ଉତ୍ତର ଓଡ଼ିଶାରେ ଛେଚୁଛି, ବନ୍ଦ ହେଲା ଶିମିଳିପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଛେଚୁଛି ବର୍ଷା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କେବଳ ଆଜି ଦିନକ ପାଇଁ ବନ୍ଦ ହୋଇଛି ଶିମିଳିପାଳ  ଅଭୟାରଣ୍ୟ। ଉତ୍ତର ଶିମିଳିପାଳର ଡେପୁଟି ଡାଇରେକ୍ଟର ସାଇ କିରଣ  ଡି.ଏନ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଆଜି ସକାଳୁ  ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରେ ପ୍ରବଳ […]

rain

rain

Niharika Rout
  • Published: Friday, 04 February 2022
  • Updated: 04 February 2022, 11:59 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଛେଚୁଛି ବର୍ଷା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କେବଳ ଆଜି ଦିନକ ପାଇଁ ବନ୍ଦ ହୋଇଛି ଶିମିଳିପାଳ  ଅଭୟାରଣ୍ୟ। ଉତ୍ତର ଶିମିଳିପାଳର ଡେପୁଟି ଡାଇରେକ୍ଟର ସାଇ କିରଣ  ଡି.ଏନ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ଆଜି ସକାଳୁ  ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାବାଦ ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ଆଜି ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।

[caption id="attachment_711254" align="aligncenter" width="650"]rain ମୟୂରଭଞ୍ଜ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି।[/caption]

ଆସନ୍ତାକାଲିଠୁ ପାଗ ଶୁଖିଲା ରହିବା ସହ ପୁଣି ସର୍ବନିମ୍ନ ତାପମାତ୍ରା କମିବା ସମ୍ଭାବନା ରହିଛି। ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story