ଏଣିକି ଏସି କ୍ୟାବିନରେ ବସି ଟ୍ରକ୍ ଚଳାଇବେ ଡ୍ରାଇଭର। ଶୀତତାପ ନିୟନ୍ତ୍ରିତ କେବିନରେ ବସିବେ ଟ୍ରକ୍ ଚାଳକ। ଫଳରେ ଆଉ ଗାଡ଼ି ଚଳାଇ କ୍ଲାନ୍ତ ହେବେ ନାହିଁ। ବରଂ ଗାଡ଼ି ଚାଳକ ଏବେ ଆଶ୍ୱସ୍ତ ଲାଭ କରିବେ। ସେଥିପାଇଁ କେନ୍ଦ୍ର ସରକାର କରିଛନ୍ତି ବଡ଼ ଘୋଷଣା।