ଆନ୍ଦୋଳନକୁ ତୀବ୍ର କଲେ ଓକିଲ

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ଆକ୍ରମଣ ଅଭିଯୋଗ ଘଟଣାରେ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି ହାଇକୋର୍ଟ ଓକିଲ ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠାରୁ କଟକର ସବୁ ସରକାରୀ ଅଫିସ ଆଗରେ ଧାରଣା ଦେଇ ଏହାକୁ ବନ୍ଦ କରାଇବାକୁ ନିଷ୍ପତ୍ତ ହୋଇଛି। ଏହାସହ ଗୁରୁବାର ଦିନ ନବୀନ ନିବାସ ଘେରାଉ କରାଯିବାକୁ ମଧ୍ୟ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟ ତମାମ ଓକିଲ ପ୍ରତିନିଧି ଘେରାଉ କରି ସ୍ମାରକପତ୍ର ଦେବେ। […]

Odisha-High-Court

Odisha-High-Court

Rakesh Mallick
  • Published: Monday, 24 September 2018
  • Updated: 24 September 2018, 10:08 PM IST

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ଆକ୍ରମଣ ଅଭିଯୋଗ ଘଟଣାରେ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି ହାଇକୋର୍ଟ ଓକିଲ ସଂଘ।

କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠାରୁ କଟକର ସବୁ ସରକାରୀ ଅଫିସ ଆଗରେ ଧାରଣା ଦେଇ ଏହାକୁ ବନ୍ଦ କରାଇବାକୁ ନିଷ୍ପତ୍ତ ହୋଇଛି।

ଏହାସହ ଗୁରୁବାର ଦିନ ନବୀନ ନିବାସ ଘେରାଉ କରାଯିବାକୁ ମଧ୍ୟ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟ ତମାମ ଓକିଲ ପ୍ରତିନିଧି ଘେରାଉ କରି ସ୍ମାରକପତ୍ର ଦେବେ। ଏନେଇ ବୁଧବାର ଦିନ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।

https://youtu.be/M5dG2w2p0xo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story