Advertisment

ଉଚ୍ଚମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ କୋଟିକୋଟି ଲୁଟ୍‌!

ରାଜ୍ୟରେ ହୋଇଥିବା ଖଣି ନିଲାମ ପରେ ଖଣିଜ ପଦାର୍ଥ ମାନକୁ ନେଇ ବ୍ୟାପକ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ହୋଇଥିବା କଥା ମାନିଲେ ରାଜ୍ୟ ସରକାର। ଖଣି ନିଲାମରେ ହାଇ ଗ୍ରେଡ଼ ଆଇରନ ଓରକୁ ଲୋ ଗ୍ରେଡ଼ କହିଲେ ରାଜ୍ୟ ସରକାର। ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର କ୍ଷତି ହେଲା, ଡିଏମଏଫକୁ ଯେଉଁ ଟଙ୍କା ଯିବାର ଥିଲା ତାହା ଯାଇ ପାରିଲା ନାହିଁ, ନେସନାଲ ମିନେରାଲ ଏକ୍ସପ୍ଲୋରେସନକୁ ଯିବାକୁ ଥିବା ଟଙ୍କା କମ ହୋଇଗଲା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

author-image
Debendra Prusty

BjD Naveen Patanaik Mines Scam Odisha Scam