‘ବୁଲ୍‌ବୁଲ୍‌’ ଲାଗି ଘନ ଘନ ବୈଠକ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ପୁରୀଠାରୁ ବାଲେଶ୍ୱର ଯାଏ ୯ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି।  ପାଣିପାଗ ବିଭାଗର ଏପରି  ପୂର୍ବାନୁମାନ ପରେ ପ୍ରଶାସନ ମଧ୍ୟ ମୁକାବିଲା ଲାଗି ପ୍ରସ୍ତୁତିକୁ ଜୋର୍‌ଦାର କରିଦେଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତକାଲି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଥିଲେ । […]

src-1-1

src-1-1

Niharika Rout
  • Published: Friday, 08 November 2019
  • Updated: 08 November 2019, 08:36 AM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର):  ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ପୁରୀଠାରୁ ବାଲେଶ୍ୱର ଯାଏ ୯ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି।  ପାଣିପାଗ ବିଭାଗର ଏପରି  ପୂର୍ବାନୁମାନ ପରେ ପ୍ରଶାସନ ମଧ୍ୟ ମୁକାବିଲା ଲାଗି ପ୍ରସ୍ତୁତିକୁ ଜୋର୍‌ଦାର କରିଦେଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଗତକାଲି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଥିଲେ । ଅପରପକ୍ଷେ SRC ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ପବନର ବେଗ ବଢ଼ିଲେ କିଛି ସ୍ଥାନରେ ଗଛ, ବିଦ୍ୟୁତ୍‌  ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସେହିପରି ଅମଳ ହୋଇଥିବା ଫସଲକୁ ତାର୍ପେଲିନ୍ ଓ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ପବନ ଓ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଜିଲ୍ଲାକୁ ଦୁଇଟି ଓଡ୍ରାଫ୍ ଓ ଗୋଟିଏ ଲେଖାଏଁ ଏନ୍‌ଡ଼ିଆରଏଫ୍‌ ୟୁନିଟ୍ ପଠାଯାଇଛି । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିପାରିବ  ବୋଲି ଗତକାଲି ଉଚ୍ଚସ୍ତରୀୟ ବୈଠକ ପରେ SRC ପ୍ରଦୀପ ଜେନା ସୂଚନା ଦେଇଥିଲେ ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story