ନୂଆ ନମ୍ବର ପ୍ଲେଟ୍‌ ଟେନ୍‌ସନ୍‌: ପାଖେଇଲାଣି ଡେଡ୍‌ଲାଇନ୍‌ ହେଲେ ମିଳୁନି ଡେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାରିଖ ପାଖଉଛି ହେଲେ ମିଳୁନି ଡେଟ୍। ନୂଆ ନମ୍ବର ପ୍ଲେଟ୍ କେମିତି ଲାଗିବ? ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ। କାରଣ ସମୟ ଯେତେ ବିତୁଛି ଡେଡ୍‌ଲାଇନ୍ ସେତେ ପାଖଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଜରିମାନା। ତେଣୁ ଟେନ୍‌ସନ୍‌ ଅଧିକ ବଢ଼ି ଚାଲିଛି। ୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ […]

number plate

number plate

Madhupriya Mistry
  • Published: Friday, 23 September 2022
  • Updated: 23 September 2022, 05:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାରିଖ ପାଖଉଛି ହେଲେ ମିଳୁନି ଡେଟ୍। ନୂଆ ନମ୍ବର ପ୍ଲେଟ୍ କେମିତି ଲାଗିବ? ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ। କାରଣ ସମୟ ଯେତେ ବିତୁଛି ଡେଡ୍‌ଲାଇନ୍ ସେତେ ପାଖଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଜରିମାନା। ତେଣୁ ଟେନ୍‌ସନ୍‌ ଅଧିକ ବଢ଼ି ଚାଲିଛି।

୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ ଲଗାଇବାର ଶେଷ ଦିନ। ନ ଲଗାଇଥିଲେ ଅକ୍ଟୋବର ପହିଲାରୁ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ। ହେଲେ ନୂଆ ନମ୍ବର ପ୍ଲେଟ୍ ପାଇଁ ବୁକିଂ ହୋଇପାରୁନି। କେଉଁଠି ମାସେ ତ୍ ପୁଣି କେଉଁଠି ଦୁଇ ମାସ ପରେ ଡେଟ୍ ମିଳୁଛି। ଯାହା ଏବେ ଗାଡି ଚାଳକଙ୍କ ଅଧିକ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ଯେଉଁମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ସରକାର ରିହାତି ଦିଅନ୍ତୁ ବୋଲି ଗାଡ଼ି ମାଲିକମାନେ ଦାବି କରିଛନ୍ତି।

ଏପଟେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ତିଆରି କରୁଥିବା କମ୍ପାନିଙ୍କ କହିବା କଥା, ଅକ୍ଟୋବରରୁ ନିୟମକୁ କଡ଼ାକଡ଼ି କରିବା ଲାଗି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିବା ପରେ ବଢ଼ିଛି  ଆବେଦନ। ଏହାକୁ ଦୃଷ୍ଟିରେ ରଖି ସେମାନେ ଏହି ନମ୍ବର ପ୍ଲେଟ୍‌ର ଉତ୍ପାଦନ ବି ବଢ଼ାଇଛନ୍ତି।  କିନ୍ତୁ ଆଗକୁ ପାର୍ବଣ ଥିବାରୁ ଡିଲରମାନେ ଗାଡ଼ି ବିକ୍ରିରେ ବ୍ୟସ୍ତ ରହିବେ। ଏହାଛଡ଼ା ଅନେକ ଛୁଟିଦିନ ରହିବ।  ତେଣୁ ସେମାନେ ଏଚ୍ଏସ୍ଆର୍‌ପିର ଯୋଗାଣର ଏକ ସପ୍ତାହ ୱେଟିଂ ପିରିୟଡକୁ ୧୫ ଦିନ ଯାଏଁ ବଢ଼ାଇଛନ୍ତି।

ସେହିଭଳି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି କହିଛି, ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ଅଗଷ୍ଟ ୩୧ ଯାଏଁ ସମୟ ଦିଆଯାଇଥିଲା। କିନ୍ତୁ ଗତ ମାସରେ ବନ୍ୟା କାରଣରୁ ଏ ଅବଧିକୁ ସେପ୍ଟେମ୍ବରର ଯାଏଁ ବଢ଼ାଯାଇଛି।  ଆଗକୁ ଆଉ ଡେଡ୍ଲାଇନ୍ ବଢ଼ିବନି। କିନ୍ତୁ ୱେଟିଂ ପିରିୟଡ ବଢ଼ୁଥିବାରୁ ଜରିମାନା ଆଦାୟ କରାଯିବ କି ନାହିଁ ସରକାର ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ।

ସୂଚନା ଅନୁସାରେ, ପୁରୁଣା ନମ୍ବର ପ୍ଲେଟ୍ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି।  ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ ଏଚ୍ଏସ୍ଆର୍‌ପି ଲାଗି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story