ହୀରାକୁଦ ଡ୍ୟାମ୍‌ରୁ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି‌

ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ତେଣୁ  ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଏବେ ୪୬ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ଆଜି ସକାଳେ ୪୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ଏହାପରେ ଡ୍ୟାମ୍ କର୍ତ୍ତୃପକ୍ଷ‌ ଆଉ ୨ଟି ଗେଟ୍ ଖୋଲାଥିଲେ। ଫଳରେ ୪୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍ପାସନ […]

hirakud-dam

hirakud-dam

Jyoshna Pradhan
  • Published: Saturday, 29 August 2020
  • Updated: 29 August 2020, 01:51 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ତେଣୁ  ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଏବେ ୪୬ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି।

ଏହା ପୂର୍ବରୁ ଆଜି ସକାଳେ ୪୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ଏହାପରେ ଡ୍ୟାମ୍ କର୍ତ୍ତୃପକ୍ଷ‌ ଆଉ ୨ଟି ଗେଟ୍ ଖୋଲାଥିଲେ। ଫଳରେ ୪୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍ପାସନ ହେଉଥିଲା।

ହୀରାକୁଦ ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୬.୨୭ ଫୁଟ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story