Advertisment

କାନ୍ଧ ଦେଲେନି ନିଜ ଲୋକ, ଟ୍ରଲିରେ ବୁହା ହେଲା ଶବ

ଦିନକୁ ଦିନ ଆମେ ଯେତିକି ଆଡଭାନ୍ସ ହେଉଛେ ଆମ ନିକଟରେ ମଣିଷପଣିଆ ସେତିକି ମରି ଯାଉଛି। କଟକ ଶେଖ ବଜାରର ଏ କାହାଣୀ ଦେଖିବା ପରେ ଏହା କେଉଁଠି ନା କେଉଁଠି ମନକୁ ଆସୁଛି ।

author-image
Manoj Swain

ଦିନକୁ ଦିନ ଆମେ ଯେତିକି ଆଡଭାନ୍ସ ହେଉଛେ ଆମ ନିକଟରେ ମଣିଷପଣିଆ ସେତିକି ମରି ଯାଉଛି। କଟକ ଶେଖ ବଜାରର ଏ କାହାଣୀ ଦେଖିବା ପରେ ଏହା କେଉଁଠି ନା କେଉଁଠି ମନକୁ ଆସୁଛି । ଦୁଇ ଦିନ ତଳେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା।

Advertisment
Odisha Cuttack