କାନ୍ଧ ଦେଲେନି ନିଜ ଲୋକ, ଟ୍ରଲିରେ ବୁହା ହେଲା ଶବ | Odisha Reporter
Advertisment
ଦିନକୁ ଦିନ ଆମେ ଯେତିକି ଆଡଭାନ୍ସ ହେଉଛେ ଆମ ନିକଟରେ ମଣିଷପଣିଆ ସେତିକି ମରି ଯାଉଛି। କଟକ ଶେଖ ବଜାରର ଏ କାହାଣୀ ଦେଖିବା ପରେ ଏହା କେଉଁଠି ନା କେଉଁଠି ମନକୁ ଆସୁଛି । ଦୁଇ ଦିନ ତଳେ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us