Advertisment

ଗୁହାରି କରି କରି ତଣ୍ଟି ଶୁଖିଗଲାଣି

ଏ ଦୃଶ୍ୟ ଦେଖିଲେ, ଆପଣ କହିବେ, ଗୋଟିଏ ପରିବାର ଏହି ଭଙ୍ଗା ଦଦରା ଘରେ କେମିତି ରହୁଛନ୍ତି ? ଇଏ ହେଉଛି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତ ଜୋତ ଗାଁର ବିକ୍ରମ ବାରିକଙ୍କ ଘର। ଝାଟିମାଟି କାନ୍ଥ ଉପରେ ନୁଆଁଣିଆ ଚାଳଛପର ଘର।

Advertisment

ଏ ଦୃଶ୍ୟ ଦେଖିଲେ, ଆପଣ କହିବେ, ଗୋଟିଏ ପରିବାର ଏହି ଭଙ୍ଗା ଦଦରା ଘରେ କେମିତି ରହୁଛନ୍ତି ? ଇଏ ହେଉଛି ଜଗତସିଂହପୁର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତ ଜୋତ ଗାଁର ବିକ୍ରମ ବାରିକଙ୍କ ଘର। ଝାଟିମାଟି କାନ୍ଥ ଉପରେ ନୁଆଁଣିଆ ଚାଳଛପର ଘର। କବାଟ ଝରକା ନଥିବା ଗୋଟିଏ ବଖରା ଭିତରେ ଖାଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ କାରବାର। ସ୍ବାମୀ –ସ୍ତ୍ରୀ କଷ୍ଟେମଷ୍ଟେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି ସତ କିନ୍ତୁ ମୁଣ୍ଡ ଗୁଞ୍ଜିବା ଲାଗି ଜାଗା ନଥିବାରୁ ମାମୁଁ ଘରେ ବାଧ୍ୟ ହୋଇ ରହୁଛନ୍ତି।

Advertisment
PMAY Scam Odisha Poverty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe