Advertisment

ମହାନଦୀ ବ୍ରିଜ ଉପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି

ବିନିକା(ଓଡ଼ିଶା ରିପୋର୍ଟର): ମହାନଦୀ ବ୍ରିଜ ଉପରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି। ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଚିରସ୍ରୋତା ମହାନଦୀ ବ୍ରିଜ ଉପରେ। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। ଆଜି ସକାଳେ ବିନିକା ସହରର ଚିରସ୍ରୋତା ମହାନଦୀ ବ୍ରିଜ ଉପରେ ହଠାତ ମେଞ୍ଚା ମେଞ୍ଚା ମହୁମାଛି ଉଡି ଆସିଥିଲେ। ବ୍ରିଜ ଉପରେ ଯିବା ଆସିବା କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣର […]

ଅଦ୍ୟତନ ହୋଇଛି
ମହାନଦୀ ବ୍ରିଜ ଉପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି

binika

Advertisment

ବିନିକା(ଓଡ଼ିଶା ରିପୋର୍ଟର): ମହାନଦୀ ବ୍ରିଜ ଉପରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି। ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଚିରସ୍ରୋତା ମହାନଦୀ ବ୍ରିଜ ଉପରେ। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ବିନିକା ସହରର ଚିରସ୍ରୋତା ମହାନଦୀ ବ୍ରିଜ ଉପରେ ହଠାତ ମେଞ୍ଚା ମେଞ୍ଚା ମହୁମାଛି ଉଡି ଆସିଥିଲେ। ବ୍ରିଜ ଉପରେ ଯିବା ଆସିବା କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣର କରିଥିଲେ। ମହୁମାଛି ଆକ୍ରମଣରେ ୫ଜଣ  ଲୋକ ଆହତ ହୋଇଥିଲେ।  ମହୁମାଛିଙ୍କ ଉପଦ୍ରବ ଭୟରେ ବ୍ରିଜ ଉପରେ  କିଛି ସମୟ ଯାତାୟତ ବନ୍ଦ ହୋଇଯାଇଥିଲା।  ପରେ ମହୁମାଛିମାନେ ବିଜ୍ର ତଳକୁ  ଉଡ଼ିଯିବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ମହାନଦୀ ବ୍ରିଜ ତଳେ ମହୁମାଛିମାନେ ମହୁ ଫେଣା କରିଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe