Advertisment

ଟ୍ରକ ଚକା ତଳେ ସରିଗଲା ଅଙ୍କିତାଙ୍କ ଆୟୁସ

ଇଏ ହେଉଛନ୍ତି ଅଙ୍କିତା ମହାନ୍ତି। ପେସାରେ ଜଣେ ଶିକ୍ଷୟିତ୍ରୀ। ସ୍କୁଟି ଚଳାଇ କଲେଜରୁ ଫେରିବା ସମୟରେ ତାଙ୍କ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର। ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଯାହା ଦେଖାଇବା ସମ୍ଭବ ନୁହେଁ। ଦୀର୍ଘ ୪୦ ମିଟର ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ ଅଙ୍କିତାଙ୍କୁ ଘୋଷାଡି ନେଇଥିଲା ଟ୍ରକ। ଚିକିତ୍ସାଧୀନ ଅବସ୍ଥାରେ ଅଙ୍କିତା ଆଖି ବୁଜିଦେଲେ। ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ବାମ୍ପଦା ଛକରେ ଅଙ୍କିତାଙ୍କ ଉପରେ ଟ୍ରକ ମାଡ଼ିଗଲା।

Odisha Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe