ପାଣି ଗଳୁଥିଲା ସୁନା କେମିତି ଅଛି | Odisha Reporter
Advertisment
କେମିତି ଅଛି ସେହି ଦୁର୍ଲଭ ରତ୍ନ? ଭଣ୍ଡାରର ସ୍ଥିତି ଓ ସୁରକ୍ଷା କେମିତି ରହିଛି? ମହାପ୍ରଭୁଙ୍କ ଆଦ୍ୟ ସେବକଙ୍କ ଉଦବେଗ। କାରଣ ରତ୍ନ ଭଣ୍ଡାର ଭିତିରି କାନ୍ଥରେ କେଉଁଠି ଫାଟ ଅଛି ତ ଆଉ କେଉଁଠି ବର୍ଷା ହେଲେ ପାଣି ଗଳୁଛି। ତେଣୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା କଥାକୁ ପୁଣି ଦୋହରାଇଛନ୍ତି ଗଜପତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us