ସମସ୍ୟା ଜଣାଇଲେ ଜନତାଙ୍କୁ ଉପେକ୍ଷା। ଏବେ ନାଲିଆଖି ଦେଖାଇଛନ୍ତି ବିଧାୟିକା। ଅଧ୍ୟକ୍ଷା ଘରେ, ଫାଇଲରେ ସ୍ୱାମୀଙ୍କ ଦସ୍ତଖତ। ଅସମ୍ମାନ ପରେ ବି ସମିତି ସଭ୍ୟ ବଖାଣିଲେ ସବୁ ସତ। ଭାଇରାଲ ହେଲା ଭିଡିଓ, ଉତ୍ତର ଦେବେ ତ ବିଡିଓ