Advertisment

ପ୍ଲାଟଫର୍ମକୁ ଗାଡ଼ି ପଶିଲା କେମିତି?

୧ ଏପ୍ରିଲରେ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ କାର୍‌ ପଶିବା ଘଟଣା। କାର ମାଲିକ ହେଉଛନ୍ତି ବାଲୁଗାଁ ନୂଆସାହିର ସମ୍ବିତ ସ୍ଥିତପ୍ରଜ୍ଞନ ରାଉତ। ତାଙ୍କ ନାଁରେ ୧୪୭, ୧୫୯, ୧୫୪, ୧୪୫ବି ରେଳବାଇ ଆଇନରେ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ପରେ ଆରପିଏଫରୁ ବେଲ୍‌ରେ ଯାଇଥିଲେ। ତେବେ ପ୍ଲାଟଫର୍ମକୁ ଗାଡ଼ି ପଶିଲା କେମିତି?

Railway Railway Station Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe