Advertisment

କେମିତି ଅଛନ୍ତି ଜ୍ୟୋତି?

ଦୀର୍ଘଦିନ ହେଲା ପରଦାରେ ସେଇ ଚିହ୍ନା ମୁହଁ ସତେ ଯେମିତି କୁଆଡ଼େ ହଜିଯାଇଛି। ୯୦ ଦଶକର ଓଡ଼ିଆ ଚଳଚ୍ଚିତ୍ର ଦେଖିଲେ ଏବେ ବି ତାଙ୍କ ଅଭିନୟକୁ ଲୋକେ ଝୁରୁଛନ୍ତି। ମାଣବସାରେ ତାଙ୍କର ମହାଲକ୍ଷ୍ମୀ ଚରିତ୍ର ଏବେ ବି ତାଜା। ଆଉ ମା ମଙ୍ଗଳାରେ ସେଇ ଭକ୍ତର ଚରିତ୍ର କଣ ମନରୁ ଲିଭିବ? କିନ୍ତୁ ଅଚାନକ ଓଲିଉଡ଼ ଜଗତରୁ ସତେ ଯେମିତି ସେ କୁଆଡ଼େ ଉଭାନ ହୋଇଗଲେ! କାହିଁକି ଦୂରେଇ ଗଲେ ଚଳଚ୍ଚିତ୍ର ଜଗତରୁ? ଏବେ କେମିତି ଅଛନ୍ତି ସେ? ଚାଲନ୍ତୁ ଏଥର ଦିଶରେର ଭେଟିବା ଓଲିଉଡ଼ ଜଗତର ଜଣାଶୁଣା ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ।

Actress Ollywood Odisha Odia Cinema
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe