କେମିତି ଅଛି ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ? | Odisha Reporter
ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ । ନିରବତାର ନିର୍ଜନତା । ପତ୍ରର ଛାଇ ତଳେ ପଶୁ-ପକ୍ଷୀଙ୍କ କଳରାବ । ଆଖି ପାଉନଥିବା ଜଙ୍ଗଲ ଭିତରେ ଜନ୍ତୁଙ୍କ ଭୟ ଅପେକ୍ଷା ଶିକାରୀଙ୍କ ଆତଙ୍କ । ଯେମିତି ଜୀବନ-ମୃତ୍ୟୁର ଛକିରେ ବାଜି ଲାଗିଛି ଶିମିଳିପାଳ ଅଭୟାରଣ୍ୟ । ଲଗାତାର ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଏବେ କେମିତି ଚାଲିଛି ଶିମିଳିପାଳର ସୁରକ୍ଷା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
