Advertisment

କେମିତି ଅଛି ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ?

ଶିମିଳିପାଳ... ଘଞ୍ଚ ଅରଣ୍ୟ । ନିରବତାର ନିର୍ଜନତା । ପତ୍ରର ଛାଇ ତଳେ ପଶୁ-ପକ୍ଷୀଙ୍କ କଳରାବ । ଆଖି ପାଉନଥିବା ଜଙ୍ଗଲ ଭିତରେ ଜନ୍ତୁଙ୍କ ଭୟ ଅପେକ୍ଷା ଶିକାରୀଙ୍କ ଆତଙ୍କ । ଯେମିତି ଜୀବନ-ମୃତ୍ୟୁର ଛକିରେ ବାଜି ଲାଗିଛି ଶିମିଳିପାଳ ଅଭୟାରଣ୍ୟ ।

Advertisment

ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ । ନିରବତାର ନିର୍ଜନତା । ପତ୍ରର ଛାଇ ତଳେ ପଶୁ-ପକ୍ଷୀଙ୍କ କଳରାବ । ଆଖି ପାଉନଥିବା ଜଙ୍ଗଲ ଭିତରେ ଜନ୍ତୁଙ୍କ ଭୟ ଅପେକ୍ଷା ଶିକାରୀଙ୍କ ଆତଙ୍କ । ଯେମିତି ଜୀବନ-ମୃତ୍ୟୁର ଛକିରେ ବାଜି ଲାଗିଛି ଶିମିଳିପାଳ ଅଭୟାରଣ୍ୟ । ଲଗାତାର ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଏବେ କେମିତି ଚାଲିଛି ଶିମିଳିପାଳର ସୁରକ୍ଷା ।

Advertisment
Odisha Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe