ସ୍ୱାମୀର ମୁଣ୍ଡକୁ ସ୍ତ୍ରୀ ଆଉଁସି ପକାଉଛି ,ଗୋଡ ହାତ ସବୁ ଘଷି ଦେଉଛି। ନିଜ ହାତରେ ସାହାରା ଦେଇ ସ୍ୱାମୀଙ୍କୁ ବାଟ ଦେଖାଉଛି। ଜୀବନ କେତେବେଳେ କାହା ପାଇଁ କେମିତି କୌଣସି ପରିସ୍ଥିତିରେ କଣ ଘଟିବ ତାହା କେହି କହିପାରିବେ ନାହିଁ। ଯେମିତି ନୂଆପଡ଼ା ଜିଲ୍ଲା ସିନାପାଲୀ ଗ୍ରାମର ଜନେକଙ୍କର କାହାଣୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
କୁନ୍ତଳାଙ୍କ କାହାଣୀ ଶୁଣିଲେ ଝରିପଡ଼ିବ ଲୁହ
ଦିନେ ସ୍ୱାମୀ ଓ ଛଅଟି ସନ୍ତାନର ମାଆ ଭାବରେ ସୁଖର ଜୀବନ ଜିଉଁଥିଲେ କୁନ୍ତଳା । ନିଜର ପୁରିଲା ସଂସାରକୁ ନେଇ ସୁଖର ସ୍ୱପ୍ନ ଦେଖୁଥିବା କୁନ୍ତଲାଙ୍କ ସ୍ୱପ୍ନ କିନ୍ତୁ ଅଧାରେ ଭାଙ୍ଗିଗଲା।
Odisha
ଆଖିର ଲୁହ ବଖାଣୁଛି ଏମାନଙ୍କ କଷ୍ଟ
ସିନାପାଲି ବ୍ଲକ ନୂଆପଡ଼ା ଗ୍ରାମର ଏ ହେଉଛନ୍ତି ହେମଲତା ମାଝୀ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ଅଭାବି ସଂସାର। ଯାହା ହାତ ଧରି ଦିନେ ସବୁକିଛି ଛାଡ଼ି ପଳାଇ ଆସିଥିଲେ। ସେ ଯେ ଦିନେ ସବୁଦିନ ପାଇଁ ଏକାକରି ଚାଲିଯିବ ଏକଥା ସେ କେବେ କଲ୍ପନା କରିନଥିଲେ।
Odisha
ବିଜେଡିକୁ କିଏ ଦେଲା ୧୬ କୋଟି?
ଏ ହେଉଛି ୫ଟି ପ୍ରମୁଖ ଆଞ୍ଚଳିକ ଦଳ ଯେଉଁମାନେ ୨୦ ହଜାର ଟଙ୍କା ଉପରକୁ କେତେ ଟଙ୍କା ଚାନ୍ଦା ପାଇଛନ୍ତି ତାହା ନିର୍ବାଚନ କମିଶନଙ୍କ ନିକଟରେ ଦର୍ଶାଇଛନ୍ତି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ- ଏଡିଆର ଏ ନେଇ ରିପୋର୍ଟ ଜାରି କରିଛି। ଏଥିରେ ୨୦୨୧-୨୨ରେ ଟିଆରଏସ୍ ୪୦.୯୦ କୋଟି, ଆପ୍ ୩୮.୨୪ କୋଟି, ଜେଡିୟୁ ୩୩.୨୫ କୋଟି ଭଳି ଚାନ୍ଦା ପାଇଥିବା ବେଳେ ଦେଶର ଦ୍ୱିତୀୟ ଧନୀ ଦଳ ବିଜୁ ଜନତା ଦଳ ବା ବିଜେଡି ପାଇଥିବା ଚାନ୍ଦାରେ ୧୬ କୋଟି ଟଙ୍କା କାହାର କିଛି ଜଣାପଡ଼ୁନି।