କେତେ ଜୀବନ ନେବ ରାସ୍ତା?

ଗୋଟିଏ ଜୁଇରେ ଜଳିଗଲେ ତିନି ବାପ-ଝିଅ। ବସ ଦୁର୍ଘଟଣାରେ ଦୁଇ ଝିଅ ଓ ବାପାଙ୍କର ମୃତ୍ୟୁ ହୋଇଥିଲା। ବଲାଙ୍ଗିର ପୁଇଁନ୍ତଲା ବ୍ଳକ ବ୍ରାହ୍ମଣିପାଲି ଗାଁର ଏ ଛାତିଫଟା ଦୃଶ୍ୟ। ଭଲ କରି ଦେଖନ୍ତୁ ଏ କୋହଭରା କରୁଣ ଦୃଶ୍ୟକୁ। ଇଏ ଜଣେ ମହିଳା ବୃନ୍ଦାବତୀ ପାଣ୍ଡେ, ଏକାଦିନରେ ଦୁଇ ଝିଅ ଓ ସ୍ୱାମୀଙ୍କୁ ହରାଇଛନ୍ତି। କେମିତି ବୁଝିବ ମନ? କେତେବେଳେ ଝିଅକୁ ବାହୁନି ବାହୁନି ବୁକୁଫଟା କାନ୍ଦ କାନ୍ଦୁଛି ମା’, କେତେବେଳେ ସ୍ୱାମୀଙ୍କୁ ଝୁରି ହେଉଛନ୍ତି।

Debendra Prusty
  • Published: Thursday, 11 May 2023
  • Updated: 11 May 2023, 05:11 PM IST

Sports

Latest News

ଗୋଟିଏ ଜୁଇରେ ଜଳିଗଲେ ତିନି ବାପ-ଝିଅ। ବସ ଦୁର୍ଘଟଣାରେ ଦୁଇ ଝିଅ ଓ ବାପାଙ୍କର ମୃତ୍ୟୁ ହୋଇଥିଲା। ବଲାଙ୍ଗିର ପୁଇଁନ୍ତଲା ବ୍ଳକ ବ୍ରାହ୍ମଣିପାଲି ଗାଁର ଏ ଛାତିଫଟା ଦୃଶ୍ୟ। ଭଲ କରି ଦେଖନ୍ତୁ ଏ କୋହଭରା କରୁଣ ଦୃଶ୍ୟକୁ। ଇଏ ଜଣେ ମହିଳା ବୃନ୍ଦାବତୀ ପାଣ୍ଡେ, ଏକାଦିନରେ ଦୁଇ ଝିଅ ଓ ସ୍ୱାମୀଙ୍କୁ ହରାଇଛନ୍ତି। କେମିତି ବୁଝିବ ମନ? କେତେବେଳେ ଝିଅକୁ ବାହୁନି ବାହୁନି ବୁକୁଫଟା କାନ୍ଦ କାନ୍ଦୁଛି ମା’, କେତେବେଳେ ସ୍ୱାମୀଙ୍କୁ ଝୁରି ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos