କେତେ ଜୀବନ ନେବ ରାଜରାସ୍ତା ? || 3 Dead, In Road Accident In Balangir Dist || Odisha Reporter
Advertisment
ଗୋଟିଏ ଜୁଇରେ ଜଳିଗଲେ ତିନି ବାପ-ଝିଅ। ବସ ଦୁର୍ଘଟଣାରେ ଦୁଇ ଝିଅ ଓ ବାପାଙ୍କର ମୃତ୍ୟୁ ହୋଇଥିଲା। ବଲାଙ୍ଗିର ପୁଇଁନ୍ତଲା ବ୍ଳକ ବ୍ରାହ୍ମଣିପାଲି ଗାଁର ଏ ଛାତିଫଟା ଦୃଶ୍ୟ। ଭଲ କରି ଦେଖନ୍ତୁ ଏ କୋହଭରା କରୁଣ ଦୃଶ୍ୟକୁ। ଇଏ ଜଣେ ମହିଳା ବୃନ୍ଦାବତୀ ପାଣ୍ଡେ, ଏକାଦିନରେ ଦୁଇ ଝିଅ ଓ ସ୍ୱାମୀଙ୍କୁ ହରାଇଛନ୍ତି। କେମିତି ବୁଝିବ ମନ? କେତେବେଳେ ଝିଅକୁ ବାହୁନି ବାହୁନି ବୁକୁଫଟା କାନ୍ଦ କାନ୍ଦୁଛି ମା’, କେତେବେଳେ ସ୍ୱାମୀଙ୍କୁ ଝୁରି ହେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us