Advertisment

ଏମିତି ଆଉ କେତେ ଦିନ ?

‘ଘର ତ ନାହିଁ କ’ଣ କରିବୁ ? ତେଣୁ ବାହାରେ ବସି ପାଠ ପଢ଼ୁଛୁ। ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଛି। ସରକାରଙ୍କୁ ଅନୁରୋଧ ଯଦି ଶ୍ରେଣୀ ଗୃହ ନିର୍ମାଣ କରି ଦିଅନ୍ତେ ତେବେ ଆମେ ସୁରୁଖୁରୁରେ ପାଠ ପଢ଼ିପାରିବୁ।’ ଦୁଃଖର ସହ ସରକାରଙ୍କୁ ଏହି ଗୁହାରୀ ଜଣାଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ।

Advertisment

‘ଘର ତ ନାହିଁ କ’ଣ କରିବୁ ? ତେଣୁ ବାହାରେ ବସି ପାଠ ପଢ଼ୁଛୁ। ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଛି। ସରକାରଙ୍କୁ ଅନୁରୋଧ ଯଦି ଶ୍ରେଣୀ ଗୃହ ନିର୍ମାଣ କରି ଦିଅନ୍ତେ ତେବେ ଆମେ ସୁରୁଖୁରୁରେ ପାଠ ପଢ଼ିପାରିବୁ।’ ଦୁଃଖର ସହ ସରକାରଙ୍କୁ ଏହି ଗୁହାରୀ ଜଣାଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଏହି ସ୍କୁଲରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ତେବେ ବିଦ୍ୟାଳୟରେ ମାତ୍ର ୩ଟି ଶ୍ରେଣୀ ଗୃହ ଥିବାରୁ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଏହା ପର୍ଯ୍ୟାପ୍ତ ହେଉନି। ତେଣୁ ଅଧିକାଂଶ ଶ୍ରେଣୀର ପାଠପଢ଼ା ବାରଣ୍ଡାରେ ଚାଲୁଛି।

Advertisment
Odisha Education Odisha School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe