Advertisment

ଏମିତି ସରପଞ୍ଚ ଦେଖିନଥିବେ

ଆଜି ଯିଏ ଗାଦିରେ ବସିଛି କାଲି ସିଏ କୋଟିପତି। କିନ୍ତୁ ଏମିତି ଦମ୍ପତ୍ତି ଅଛନ୍ତି ଦୀର୍ଘ ୨୧ ବର୍ଷର ରାଜନୀତି ମଧ୍ୟରେ ବି ଘର ଖଣ୍ଡେ କରିପାରିଲେ ନାହିଁ। ହୁଏତ ଆପଣ ଭାବୁଥିବେ ଏତେ ବର୍ଷର ରାଜନୀତି ଭିତରେ ସେ କରୁଥିଲେ କଣ? ତେବେ ଆସନ୍ତୁ ସେ ଦମ୍ପତ୍ତିଙ୍କ ୨୧ ବର୍ଷ ରାଜନୀତିର ପୃଷ୍ଠା ଲେଉଟାଇବା। ଏ ହେଉଛନ୍ତି ନବରଙ୍ଗପୁର ବ୍ଲକ ସାନମସି ଗାଁ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ମାଝୀ। ଯିଏକି ୨୦୦୨ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ଠିଆ ହୋଇ ବିଜୟୀ ହୋଇଥିଲେ।

Odisha Odisha Panchayatiraj People's Sarapanch Sarapanch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe