ସରକାରଙ୍କ ବାହାସ୍ଫୋଟ ବନାମ ଗ୍ରାଉଣ୍ଡ ସ୍ଥିତି | Odisha Reporter
ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ମାରୁଥିବାବେଳେ ଏ ହେଉଛି ତୃଣମୂଳ ସ୍ତରର ସ୍ଥିତି। କେନ୍ଦ୍ରାପଡ଼ା ବ୍ଲକ୍ ଅଫିସର ଏ ଦୃଶ୍ୟକୁ ଦେଖନ୍ତୁ। ଏଠି ବିନା ପିସିରେ କିଛି କାମ ହେଉନଥିବାରୁ ଏହାର ବିରୋଧ କରି ବ୍ଲକ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଧୁମାତ ପଞ୍ଚାୟତବାସୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
