ପଞ୍ଚାୟତିରାଜରେ କେତେ ପିସି?

  • Published: Saturday, 25 March 2023
  • , Updated: 25 March 2023, 11:39 AM IST

ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ମାରୁଥିବାବେଳେ ଏ ହେଉଛି ତୃଣମୂଳ ସ୍ତରର ସ୍ଥିତି। କେନ୍ଦ୍ରାପଡ଼ା ବ୍ଲକ୍ ଅଫିସର ଏ ଦୃଶ୍ୟକୁ ଦେଖନ୍ତୁ। ଏଠି ବିନା ପିସିରେ କିଛି କାମ ହେଉନଥିବାରୁ ଏହାର ବିରୋଧ କରି ବ୍ଲକ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଧୁମାତ ପଞ୍ଚାୟତବାସୀ। 

Related story