odisha
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟ ଓଡ଼ିଶାକୁ ନେଇ ଆମେ ଗର୍ବ କରୁ। ଦେଶ ତଥା ଦେଶ ବାହାରେ ଏବେ ଓଡ଼ିଶା ଅନେକ ନାଁ କମାଇଲାଣି। ଓଡ଼ିଶାରୁ ଅନେକ ପ୍ରତିଭା ଦେଶ ବାହାରେ ନିଜ ଦକ୍ଷତା ବଳରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲେଣି। କିନ୍ତୁ ଏବେବି ଅନେକ ଓଡ଼ିଆ, ଓଡ଼ିଶା ସଂପର୍କରେ ବହୁ ତଥ୍ୟ ଜାଣନ୍ତି ନାହିଁ। ଏହି ଲକ୍ଷ୍ୟ ନେଇ 'ଓଡ଼ିଶା ରିପୋର୍ଟର' ପ୍ରତିନିଧି ଭେଟିଥିଲେ ଟୁଇନ୍ସିଟି କଟକ ଓ ଭୁବନେଶ୍ୱର କିଛି ଲୋକଙ୍କୁ। ସେମାନଙ୍କୁ ପଚାରିଥିଲେ ଏମିତି କିଛି ପ୍ରଶ୍ନ। ଯେମିତିକି ଉତ୍କଳ ଦିବସ କାହିଁକି ପାଳନ କରାଯାଏ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ? ଓଡ଼ିଶାର ପ୍ରଥମ ଓକିଲ କିଏ ? ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାଁ କ'ଣ? ଏବଂ ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ରର ନାଁ କ'ଣ? କିଏ କଣ ଉତ୍ତର ଦେଇଛନ୍ତି ଦେଖନ୍ତୁ ଆମର ଭିଡ଼ିଓ ଷ୍ଟୋରି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
