Advertisment

ଏ କି କଲେ ନବୀନ?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଭେଟଘାଟକୁ ନେଇ ଏବେ ରାଜନୀତି ଜୋର ଧରିଛି। ଖାସ କରି ଏହି ଉଭୟ ନେତାଙ୍କ ଖାଇବା ଟେବୁଲକୁ ନେଇ ଏବେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚା ହେଉଛି।

author-image
Debendra Prusty

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଭେଟଘାଟକୁ ନେଇ ଏବେ ରାଜନୀତି ଜୋର ଧରିଛି। ଖାସ କରି ଏହି ଉଭୟ ନେତାଙ୍କ ଖାଇବା ଟେବୁଲକୁ ନେଇ ଏବେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚା ହେଉଛି। 

Advertisment
Naveen Patnaik BjD Nitish Kumar Odisha