ଖଜୁରୀ ଗଛର କି ଗୁଣ ଗାଇବି.... || OR Special Program \'Sunantu CM\' || Odisha Reporter
ଏହି ସରକାର ସମୟରେ କେଉଁଠି କେତେ ପିସି ଲାଗିବ ଅଘୋଷିତ ଭାବରେ ତାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଦୁର୍ନୀତି ଓ ଅନିୟମିତତା ହୁହୁ ହୋଇ ବଢ଼ିଚାଲିଛି। ତୃତୀୟ ମହଲା ବି ଏଥିରୁ ବାଦ ପଡ଼ିନାହିଁ। ଏହାର ପ୍ରଭାବ ଏବେ ତଳ ସ୍ତରକୁ ବ୍ୟାପିବାରେ ଲାଗିଛି। ଏକଥା ଆମେ କହୁନାହୁଁ, ମୂଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିଧାନସଭାରେ ଖୋଦ ବିଧାୟକମାନେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
